Uncategorized
ପ୍ଲେନରେ ସବୁ ଯାତ୍ରୀଙ୍କ ପାଇଁ କାହିଁକି ନଥାଏ ପାରାଚ୍ୟୁଟ? ଥିଲେ ବି ବ୍ୟବହାର କରିବା କଷ୍ଟକର
ଆପଣ ଜାଣିଛନ୍ତି କି ବିମାନରେ ସବୁ ଯାତ୍ରୀଙ୍କ ପାଇଁ କାହିଁକି ନଥାଏ ପାରାଚ୍ୟୁଟ? ବ୍ୟବହାର ଓ ଆବଶ୍ୟକତାକୁ ନେଇ ପ୍ରଶ୍ନ ଉଠାଉଛନ୍ତି ଲୋକ ।

Ahmedabad Plane Crash: ଜୁନ୍ ୧୨ରେ ଅହମ୍ମଦାବାଦରେ ୨୪୨ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏୟାର ଇଣ୍ଡିଆର ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ବର୍ତ୍ତମାନ ସୁଦ୍ଧା ୨୬୫ ଜଣଙ୍କର ମୃତଦେହ ମିଳିଛି। ଏହି ବିମାନଟି ଲଣ୍ଡନ ଯାଉଥିଲା। ଏତେ ବଡ଼ ଦୁର୍ଘଟଣା ସମସ୍ତଙ୍କୁ ଚକିତ କରିଦେଇଛି।
